Ticker

6/recent/ticker-posts

computer defination in odia :କମ୍ପ୍ୟୁଟର କଣ ?

What are computer fundamentals in odia: History & Generation in odia Language

Hello friends, Computer Education or Computer fundamental in odia,is one of the most important topic. Mostly In odisha state exams  and odisha skill test, questions asked from the Basic Computer Knowledge. also same importance for other indian competitive exams and Government  jobs . 


Computer fundamental in Odia:କମ୍ପ୍ୟୁଟର   

Here, in This  article,Computer fundamental  in odia language explain.so this may be  helps for the School Students and Competitive aspirants, to enhance its knowledge in the field of Computer science.


 In Odisha state, Odisha Competitive exams like OPSC/OSSSC/ASO/ODISHA POLICE questions asked in Computer in Odiya. The questions ask from the Basic Computer Fundamental.Others exams  like for teaching professional jobs OTET/OAVS/OSTET, few questions asked  asks from the Computer generation, Computer input output, Computer storage, Computer Memory.


Note: Computer generations & history of computer are  repetitive topics for govt job exams and theory part of skill test. 


Here we try to present the cover overall Important aspects of basic Computer fundamental awareness in odia, for the Students and Jobs aspirants prepare for the Top Competitive Exams in Odisha. 
 

Computer Learning In Odia 

କମ୍ପ୍ୟୁଟର ଏକ ବୈଦ୍ୟୁତିକ ଯନ୍ତ୍ର, ଯାହାକିଛି 
ତଥ୍ୟ(Data) ନିଏ, ନେଇ ଥିବା ତଥ୍ୟ କୁ ବିଶ୍ଳେଷଣ (processing) କରି ଆଦେଶ ମୁତାବକ ପ୍ରକ୍ରିୟାକରଣ କରିଥାଏ ଏଵଂ ଆମକୁ  ସୂଚନା  (information) ଆକାରରେ ଉତ୍ତର ପ୍ରଦାନ କରିଥାଏ।ଏକାଧିକ ସମୟରେ ବ୍ୟବହାର ହେତୁ ଉତ୍ତର ସବୁକୁ ସଂରକ୍ଷିତ(store) ରଖିଥାଏ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ।


ମନେରଖ:- 
 
Computer definition in odia language :

୧.କମ୍ପ୍ୟୁଟର ଶବ୍ଦ ଟି (compute) ରୁ ଆସିଛି,ଯାହାର 
ମାନେ ହଉଛି ଗଣନା କରିବା। 

୨.କମ୍ପ୍ୟୁଟର ଏକ ସମୟରେ ବୃହତ୍ ଗାଣିତିକ ପ୍ରକ୍ରିୟା ,
କୁ ଅତି କମ୍ ସମୟରେ କରିଥାଏ(microsecond) ରେ।

୩.କମ୍ପ୍ୟୁଟର ର ଜନକ ହେଉଛନ୍ତି , ଚାର୍ଲ୍ସ ବାବେଜ୍ 
(charles babage)।

୪.କମ୍ପ୍ୟୁଟର ର କ୍ଷମତା ମଣିଷ ଠାରୁ ଅଧିକ।କିନ୍ତୁ 
କମ୍ପ୍ୟୁଟର କୁ ମଣିଷ ତିଆରି କରିଛି, ଯେ ପର୍ଯ୍ୟନ୍ତ
 କମ୍ପ୍ୟୁଟରକୁ କିଛି ନିର୍ଦ୍ଦେଶ ବା (instruction) 
ନ ଦିଆ ହେଇଛି,ସେ କିଛି କରିବ ନାହିଁ ।

୫.କମ୍ପ୍ୟୁଟର ଅନେକ ଦିନ ଧରି ସୂଚନା 
(information) କୁ ସଂରକ୍ଷିତ(store) ରଖିପରେ ।

୬.  ବର୍ତ୍ତମାନ ଯୁଗରେ ଆମେ ଡିଜିଟାଲ କମ୍ପ୍ୟୁଟର(digital computer)ବ୍ୟବହାର କରୁଛୁ। କମ୍ପ୍ୟୁଟର ସାଧାରଣତଃ ମଣିଷ ପରି ସକ୍ଷମ ନୁହେଁ ,କୋୖଣସି ସଂଖ୍ୟା (digit) ପଢିବାକୁ। ସେ ସବୁବେଳେ (୦,୧) କୁ ହିଁ ନିର୍ଦ୍ଧାରଣ କରି ପାରେ।
ଉଦାହରଣ:- 
କମ୍ପ୍ୟୁଟର ଯେତେ ବେଳେ ସଂଖ୍ୟା (୦) ବୁଝେ ମାନେ (OFF)।
କମ୍ପ୍ୟୁଟର ଯେତେ ବେଳେ ସଂଖ୍ୟା (୧) ବୁଝେ ମାନେ (ON)।

ଏହି ଦୁଇଟି ସଂଖ୍ୟା କୁ ବାଇନରୀ ସଂଖ୍ୟା (binary digit) କୁହାଯାଏ।

History of Computer in 

Odia:  କମ୍ପ୍ୟୁଟର  ଇତିହାସ 


ପ୍ରାୟ ଦୁଇ ହଜାର ବର୍ଷ ତଳେ ଗ୍ରୀକ୍ ଗଣିତଜ୍ଞମାନେ ଗାଣିତିକ ହିସାବକୁ ଶୀଘ୍ର ସମ୍ପାଦନ କରିବା ପାଇଁ ପ୍ରଥମେ Abacusର ଉଦ୍ଭାବନ କରିଥିଲେ ।

ଜଟିଳ ଗାଣିତିକ ହିସାବ ସମ୍ପାଦନ  ନିମିତ୍ତ 1614 ମସିହାରେ John Napier ଲଗାରିଦ୍ମ୍(logarthim) ର ଉଦ୍ଭାବନ କରିଥିଲେ ।ଏହାକୁ ମାନୁଆଲ୍ ଗଣନା ଉପକରଣ ( Manual calculating device)କୁହାଯାଏ ।

ଗଣିତଜ୍ଞ Blaise Pascal  1642 ମସିହାରେ ଏକ ଗାଣିତିକ ହିସାବ ଯନ୍ତ୍ରର ଉଦ୍ଭାବନ କରିଥିଲେ ।ଏହି ଯନ୍ତ୍ରର ନାମ ଥିଲା Pascaline।

ଜର୍ମାନୀ ଗଣିତଜ୍ଞ Gottfried Leibnitz ( 1646-1716 )ରେ ଏକ ହିସାବ ଯନ୍ତ୍ର stepped wheel calculating machine ପ୍ରସ୍ତୁତ କରିଥିଲେ ।ଏହି ଯନ୍ତ୍ର ଗୁଣନ ପାଇଁ ପ୍ରଥମ କାଲକୁଲେଟର ରୂପେ ବ୍ୟବହାର ହୋଇଥିଲା 

1833ମସିହାରେ Charles Babbage ଏକ ହିସାବ ଯନ୍ତ୍ରର ଉଦ୍ଭାବନ କରିଥିଲେ ଯାହାର ନାମ ଥିଲା Difference Engine ।

ପରମୁହୂର୍ତ୍ତରେ Babbageଙ୍କ ଦ୍ୱାରା Analytic Engine ନାମକ ଏକ ଯନ୍ତ୍ରର ଆବିଷ୍କୃତ ହୋଇଥିଲା ।ଚାର୍ଲସ୍ ବାବେଜ୍ (Charles Babbage)ପ୍ରୋଗ୍ରାମେବଲ୍ କମ୍ପ୍ୟୁଟରର ଏକ ଧାରଣା ସୃଷ୍ଟି କରିଥିଲେ |ତେଣୁ  ତାଙ୍କୁ (Modern Digital Computer )ଆଧୁନିକ ଡିଜିଟାଲ୍ କମ୍ପ୍ୟୁଟରର ପିତା (Father of  computer)କୁହାଯାଏ ।
 
Alan Turing(1912-1954)ଏକ ହିସାବ ଯନ୍ତ୍ରର ପରିକଳ୍ପନା କରିଥିଲେ ଯାହାର ନାମ ଥିଲା Turing machine ।

 Digital Computerର ଅଭିବୃଦ୍ଧି 1937-1957 ମସିହାରେ ପ୍ରାୟ ଘଟିଥିଲା ।

ସେଗୁଡିକ ହେଲା: 

Generation of comupter in Odia:- କମ୍ପ୍ୟୁଟର ପିଢି

କମ୍ପ୍ୟୁଟରରେ ପିଢି ହେଉଛି ପ୍ରଯୁକ୍ତିବିଦ୍ୟା ର ଏକ ପଦକ୍ଷେପ | ଏହା କମ୍ପ୍ୟୁଟର ଶିଳ୍ପ ର ଅଭିବୃଦ୍ଧି ପାଇଁ ଏକ ଢାଞ୍ଚା ପ୍ରଦାନ କରିଥାଏ | ସାଧାରଣତଃ ଉତ୍ପାଦନ ବିଭିନ୍ନ ହାର୍ଡୱେର୍ ଟେକ୍ନୋଲୋଜି ମଧ୍ୟରେ ପ୍ରଭେଦ ପାଇଁ ବ୍ୟବହୃତ ହୋଇଥିଲା |ଉଭୟ ହାର୍ଡୱେର୍ ଏବଂ ସଫ୍ଟୱେର୍ ଅନ୍ତର୍ଭୂକ୍ତ କରିବା ପାଇଁ ଏହା ସମ୍ପ୍ରସାରିତ ହୋଇଛି ଯାହା ଏକତ୍ର ଏକ ସମ୍ପୂର୍ଣ୍ଣ କମ୍ପ୍ୟୁଟର ସିଷ୍ଟମ୍ ଗଠନ କରେ |

   

 ପିଢି

ଇଲେକ୍ଟ୍ରୋନିକ୍  ଉପକରଣ

       ବିଶେଷତ୍ୱ

   ପ୍ରଥମ ପିଢି

Electronic Computer

   (1945-1959)

    ଭାକ୍ୟୁମ୍ ଟ୍ୟୁବ୍

(Vacuum tube)

1. ଏହା ଗଣନାର ସହାୟକ ହେଲା ।

2.ବଡ଼

3.ଧୀର

4.ସଠିକ୍ ଦାମିକା ଓ ନିର୍ଭରଯୋଗ୍ୟ ନ ଥିଲା

   ଦ୍ୱିତୀୟ ପିଢି

(1959-1965)

 ଟ୍ରାଞ୍ଜିଷ୍ଟର୍

(Transistor)

 1.ଅପେକ୍ଷାକୃତ ଛୋଟ ଥିଲା ।

2.କମ୍ ଦାମିକା ଏବଂ ଦୃତ ଗତିରେ କାର୍ଯ୍ୟକରୁଥିଲା ।

3.ଅଧିକ ସଂରକ୍ଷଣ କ୍ଷମତା, ନିର୍ଭରଯୋଗ୍ୟ ଥିଲା 

4.ଶୀତ ତାପ ନିୟନ୍ତ୍ରକ ଆବଶ୍ୟକ କରୁଥିଲା ।

   ତୃତୀୟ ପିଢି

  (1965-1971)

Micro electroics

 ଇଣ୍ଟିଗ୍ରେଟେଡ୍ ସର୍କିଟ୍

(Integreted Circuits)

 1.ଅଧିକ ଦ୍ରୁତ, ସଠିକ୍ ଗଣନ କରିବାର କ୍ଷମତା ଥିଲା ।

2.ଉଚ୍ଚମାନର ଭାଷା ବ୍ୟବହାର କରୁଥିଲା ।

3.ଯନ୍ତ୍ରଟିକୁ ଉତ୍ପାଦନ କରିବା ଅସୁବିଧାଜନକ ଥିଲା ।

    ଚତୁର୍ଥ ପିଢି

(1971-1980)

     ଚିପସ୍ 

VLSI( Very large scale itegration)

 1. ଅଳ୍ପ ମୂଲ୍ୟ, ଦ୍ରୁତ ଗତି, ନିର୍ଭରଯୋଗ୍ୟ ଥିଲା ।

2.ମେନ୍ ଫ୍ରେମ୍ କମ୍ପ୍ୟୁଟର ଠାରୁ କମ୍ ଶକ୍ତିଯୁକ୍ତ ଥିଲା ।

    ପଞ୍ଚମ ପିଢି

(1980 ରୁ ଚାଲି ଆସିଛି)

 ଲାର୍ଜ ସ୍କେଲ ମାକ୍ରୋ ପ୍ରୋସେସର୍

 artificial intelligence

ULSI(Ultra large scale itegration)

 1.ଶସ୍ତା, ଅଧିକ ଦ୍ରୁତଗତି,ଉଚ୍ଚ ସଂରକ୍ଷଣ କ୍ଷମତା ବିଶିଷ୍ଟ ଥିଲା ।

2.ଏହା କୃତ୍ରିମ ବୋଧଶକ୍ତି ଉପରେ ଆଧାରିତ ।(Artificial intelligence)



Here we update all essential and Important notes of Computer education in Oriya,for more Computer fundamental in Oriya will be available soon.


Info by edukosal.
©edukosal
Note publish  by:- RKS,M.sc,M.phil,NET(Computer sc)
Purna chandra (MA,M.phil,PGDCA)
 


Post a Comment

4 Comments

If you have any doubts let me know